ସୁନ୍ଦର ଶୈଶବ : ସାଇ

ଯାଜପୁର ଜିଲ୍ଲା ମଙ୍ଗଳପୁର ବ୍ଲକ ଅନ୍ତର୍ଗତ ସୁସୁଆ ଗ୍ରାମର ଶ୍ରୀଧର ଦଳେଇ ଓ  ଆରତୀ ଦଳେଇଙ୍କ ପୁଅ ‘ସାଇ’ । ପରିବାର ଓ ପାଖ ପଡିଶାଙ୍କ ଅତି ପ୍ରିୟ ସାଇଙ୍କୁ ଓଡିଆ ବାର୍ତ୍ତା (୨୪/୭ ନିଉଜ୍ ଓ ଭିଉଜ୍ ପୋର୍ଟାଲ) ତରଫରୁ ଢେର ସାରା ଶୁଭେତ୍ସା ଓ ଅଭିନନ୍ଦନ । ବିଶ୍ବ ନିୟନ୍ତାଙ୍କ ଶୁଭ ଦୃଷ୍ଟି ଏହି ଶିଶୁ ଉପରେ ସର୍ବଦା ରହିଥାଉ ଏତିକି କାମନା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.