ଯାଜପୁର ଜିଲ୍ଲା ମଙ୍ଗଳପୁର ବ୍ଲକ ଅନ୍ତର୍ଗତ ସୁସୁଆ ଗ୍ରାମର ଶ୍ରୀଧର ଦଳେଇ ଓ ଆରତୀ ଦଳେଇଙ୍କ ପୁଅ ‘ସାଇ’ । ପରିବାର ଓ ପାଖ ପଡିଶାଙ୍କ ଅତି ପ୍ରିୟ ସାଇଙ୍କୁ ଓଡିଆ ବାର୍ତ୍ତା (୨୪/୭ ନିଉଜ୍ ଓ ଭିଉଜ୍ ପୋର୍ଟାଲ) ତରଫରୁ ଢେର ସାରା ଶୁଭେତ୍ସା ଓ ଅଭିନନ୍ଦନ । ବିଶ୍ବ ନିୟନ୍ତାଙ୍କ ଶୁଭ ଦୃଷ୍ଟି ଏହି ଶିଶୁ ଉପରେ ସର୍ବଦା ରହିଥାଉ ଏତିକି କାମନା ।