ମହାରାଷ୍ଟ୍ର ରାଜ୍ୟ ଆକୋଲା ଜିଲ୍ଲାର ନିମ୍ବା ୟୁକେ ବ୍ୟାଙ୍କ ମ୍ୟାନେଜର ସରୋଜ ବିଶ୍ବାଲ ଓ ରଶ୍ମିତା ବିଶ୍ବାଲଙ୍କ ଗେହ୍ଲା ଝିଅ ‘ଅନ୍ବେଷା’ । ସେଣ୍ଟ ଜାଭିୟର ସ୍କୁଲ ସେଗାଁଓର ଏଲକେଜି ଛାତ୍ରୀ ଅନ୍ବେଷା ନୃତ୍ୟ ଗୀତରେ ଋଚି ରଖନ୍ତି । ଓଡିଆ ବାର୍ତ୍ତା (୨୪/୭ ନିଉଜ୍ ଏଣ୍ଡ ଭିଉଜ୍ ପୋର୍ଟାଲ) ତରଫରୁ ଏହି ଗେହ୍ଲା ଝିଅଙ୍କୁ ଢେର ସାରା ଶୁଭେତ୍ସା ଓ ଅଭିନନ୍ଦନ । ଅନ୍ବେଷାଙ୍କ ଭବିଷ୍ୟତ ମଙ୍ଗଳମୟ ହେଉ ବିଶ୍ବନିୟନ୍ତାଙ୍କ ପାଖରେ ଏତିକି କାମନା ।