ରିଞ୍ଜା ପଞ୍ଚାୟତ ର ପ୍ରଥମ ସରପଞ୍ଚ ,କିମ୍ବଦନ୍ତୀ ପୁରୁଷ ଶ୍ରୀଯୁକ୍ତ ଉଦ୍ଧବ ସାହୁ ଙ୍କ ସହିତ ଏକ ବିଶେଷ ମୁହୂର୍ତ୍ତରେ କର୍ଲାମୁଣ୍ଡା ପ୍ରେସ୍ କ୍ଲବ ସଭାପତି ନରୋତ୍ତମ ସେଲମା ।
କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ଗଠନରେ ତାଙ୍କର ବିଶେଷ ଭୂମିକା ରହିଛି । ସେ ଏହି ଅଞ୍ଚଳର ପ୍ରଥମ ମାଟ୍ରିକୁଲେଟ । ବର୍ତମାନ ସେ ଅଶି ବର୍ଷ ଅତିକ୍ରାନ୍ତ କରିଛନ୍ତି । ଓଡିଆ ବାର୍ତା (୨୪/୭ ନିଉଜ୍ ଓ ଭିଉଜ୍ ପୋର୍ଟାଲ) ତରଫରୁ ଶ୍ରୀଯୁକ୍ତ ସାହୁଙ୍କୁ ଶୁଭେତ୍ସା ଓ ଅଭିନନ୍ଦନ , ଏହାସହ ତାଙ୍କର ଦିର୍ଘ ନିରାମୟ ଜୀବନ କାମନା କରୁଛୁ ।