ଭୁବନେଶ୍ୱର, ୩୦/୧୧: ଆଜି ସକାଳୁ ରାଉରକେଲା ବିଧାୟକ ଦିଲୀପ ରାୟ ବିଜେପି ତଥା ବିଧାୟକ ପଦରୁ ଇସ୍ତଫା ଦେବାର କିଛି ସମୟ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଇସ୍ତଫା ଦେଇଥିବା କଥା ଜଣାଇଛନ୍ତି। ଶ୍ରୀ ମହାପାତ୍ର ତାଙ୍କ ଇସ୍ତଫାପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇଥିବା ଜଣାପଡିଛି।