ମ.ରାମପୁରରେ ମାଓ ପୋଷ୍ଟର୍ : ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ

କଳାହାଣ୍ଡି,୩୦/୧୧: ଜିଲ୍ଲାରେ ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରୀ ପଞ୍ଚାୟତର କାପକୁପା ଗାଁର ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର ।ସିପିଆଇ ମାଓବାଦୀ ନାଁରେ ଲଗାଯାଇଥିବା ଏହି ପୋଷ୍ଟରରେ ଡିସେମ୍ବର ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ବାନ କରାଯାଇଛି। ମାଓବାଦୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ବିଶେଷ କରି ଲାଞ୍ଜିଗଡ଼ ଅଂଚଳରେ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.