ରିସିଡାରେ ଜନ ସମ୍ପର୍କ ଯାତ୍ରା : ଯୋଗଦେଲେ ବିଜେପିର ମହା ମହା ହସ୍ତି

 

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିସିଡାରେ ବିଜେପିର ଜନ ସମ୍ପର୍କ ପଦଯାତ୍ରା । ଯୋଗଦେଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ରାଜ୍ୟ ଉପ ସଭାନେତ୍ରୀ ତଥା କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ନମିତା ରାଣୀ ସାହୁ , ବିଜେପି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ , ବରିଷ୍ଠ ବିଜେପି ନେତା ହିମାଂଶୁ ମେହେର , ନର୍ଲା ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ , ରାଜ୍ୟ କୃଷକ ମୋର୍ଚା ସଂଯୋଜକ ଅନିରୁଦ୍ଧ ପଧାନ , ବିଜେପି ନେତା କେଦାର ନାଥ ରଣା ଓ ସରତ ସାହୁ ପ୍ରମୂଖ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.