ସମ୍ବଲପୁର,୩/୧୨:

ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟ (ଜି.ଏମ୍.ୟୁ) ର କୁଳପତି ପ୍ରଫେସର ଅତନୁ କୁମାର ପତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ତେଣୁ ଆଜି ବିଶ୍ୱବିଦ୍ୟାଳୟ ର ଛାତ୍ର ମାନେ ତାଙ୍କୁ କାର୍ଯ୍ୟାଳୟରେ ଭେଟି ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ଏଥିରେ ଛାତ୍ର ଶୁଭ୍ରାଂଶୁ ଶୁଭ୍ରଜିତ ସେଲମା, ପୁଣ୍ୟ ଦର୍ଶନ ବିଶ୍ୱାଳ ସମେତ ଅନେକ ଛାତ୍ର ସାମିଲ ହୋଇଥିଲେ ।

ଓଡିଆ ବାର୍ତ୍ତା ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ଡରିପୋର୍ଟ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.