ବିଜେପିର ଜନପରାମର୍ଶ ପଦଯାତ୍ରା

କଳାହାଣ୍ଡି,୩/୧୨: ବିଜେପି ତରଫରୁ ଜନପରାମର୍ଶ ପଦଯାତ୍ରା ମ.ରାମପୁର ବ୍ଲକ ନୁନପୁର ଗ୍ରାମରେ ଅନୁଷ୍ଠିତ ହେଇଯାଇଚି । ଏଥିରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା,ରାଜ୍ୟ ସଭାପତି,ଜିଲ୍ଲା ସଭାପତି ,ପ୍ରଦୀପ୍ତ କୁମାର ନାଏକ ପୂର୍ବତନ ମନ୍ତ୍ରୀହିମାଂଶୁ ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ଆର୍ତ୍ତତ୍ରାଣ ମହାପାତ୍ର, ଶ୍ରୀକାନ୍ତ ହୋତା,ପବନ ଅଗ୍ରୱାଲ,ସାଧାରଣ ସଂପାଦକ ଯୁଗଳ ପୋଢ, ମଣ୍ଡଳ ସଭାପତି ଖୁସିରାମ ସାହୁ,ପ୍ରତାପ ରଣା, ଜିଲ୍ଲା ପରିଷଦ ସଭ୍ୟା ସ୍ନେହଲତା ଭୋଇ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ସଭା ପରିଚାଳନା କରିଥିଲେ ପଦ୍ମଲୋଚନ ମିଶ୍ର । ଏହି କାର୍ଯ୍ୟକ୍ରମରେ ବିଜେପିର ଶହ ଶହ କର୍ମୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.