ନବରଙ୍ଗପୁର : ପ୍ରଶାନ୍ତ ମହାନ୍ତି ଡିଆରଭିସିସି ନିଯୁକ୍ତ

ନବରଙ୍ଗପୁର,୪/୧୨: କୋଟପାଡ଼ର ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମହାନ୍ତିଙ୍କୁ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ ପୂର୍ବତଟ ରେଳପଥ ଅନ୍ତର୍ଗତ ପରିସେବା କ୍ଷେତ୍ରରେ ଡିଆରଭିସିସି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ବରିଷ୍ଠ ନେତା ଶ୍ରୀ ମହାନ୍ତି ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଶ୍ରୀ ମହାନ୍ତିଙ୍କ ନିଯୁକ୍ତି ପରେ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି ଏବଂ ଦଳର କର୍ମୀମାନେ ସାଂସଦଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.