ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଜଣାଇଲେ ଇଦ୍ – ଉଲ୍ – ଜୁହା ର ଶୁଭେଚ୍ଛା, କହିଲେ ଏହା ତ୍ୟାଗ, ବଳିଦାନ ଓ ସମର୍ପଣର ପର୍ବ


ଲକ୍ଷ୍ନୋ,୧୨/୮ : ମୁସଲମାନ ସଂପ୍ରଦାୟର ଏକ ବିଶିଷ୍ଟ ପର୍ବ ଇଦ୍ – ଉଲ୍ – ଜୁହା ଉପଳକ୍ଷେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଦେଶ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେ ଇଦ୍ – ଉଲ୍ – ଜୁହା କୁ ତ୍ୟାଗ ବଳିଦାନ ଓ ସମର୍ପଣର ପର୍ବ ବୋଲି କହିବାସହ ମୁସଲମାନ ଭାଇ ମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି । ଅଖିଲେଶ କହିଲେ – ଏହି ପର୍ବ ସଦ୍ଭାବ ଓ ସହଯୋଗର ବାର୍ତ୍ତା ପ୍ରଦାନକରେ । ଆମେ ସମସ୍ତେ ମିଳିମିସି ସୌହାର୍ଯ୍ୟ ସହିତ ଏହି ପର୍ବକୁ ପାଳନ କରିବା ଉଚିତ ।

For latest news & updates, click on bell button and subscribe to notifications.
Like us on Facebook 👇
http://facebook.com/odiabarta