ସୁନ୍ଦର ଶୈଶବ : ଶ୍ରେୟାଂଶ

ସୋନପୁର ଜିଲ୍ଲା ବିନିକା ସିଂଘିଯୁବା ନିବାସୀ ଯୁବ ବ୍ୟବସାୟୀ ବିକାଶ ଶର୍ମା ଓ ଆନନ୍ଦିନୀ ଶର୍ମାଙ୍କ ପ୍ରଥମ ସନ୍ତାନ ଶ୍ରେୟାଂଶ। ବୟସ ୨ବର୍ଷ।

ଓଡିଆ ବାର୍ତ୍ତା (୨୪/୭ ନିଉଜ୍ ଓ ଭିଉଜ୍ ପୋର୍ଟାଲ୍) ତରଫରୁ ଏହି ଗେହ୍ଲା ପୁଅଙ୍କୁ ଅସରନ୍ତି  ଅଭିନନ୍ଦନ ଓ ଶୁଭେଚ୍ଛା । ଭଗବାନଙ୍କ କୃପାଦୃଷ୍ଟି ଶ୍ରେୟାଂଶ ଉପରେ ରହିଥାଉ, ଏତିକି କାମନା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.