ପିସିସି ସଭାପତିଙ୍କୁ ଭେଟିଲେ ନିରଜ ଶର୍ମା

ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ନିରଜ ଶର୍ମା (ସାନୁ) ଭୂବନେଶ୍ବରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ନର୍ଲାର ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟଯେ ନର୍ଲା ନିର୍ବାଚନ ମଣ୍ଡଳୀର ଗଳି କନ୍ଦି , ଗାଁ ଗଣ୍ଡା ବୁଲି ନିରଜ ଶର୍ମା ଯୁବକ ତଥା କଂଗ୍ରେସ କର୍ମୀ ମାନଙ୍କୁ ସଂଗଠିତ କରି ନର୍ଲାରେ କଂଗ୍ରେସକୁ ମଜଭୂତ କରିବାରେ ଲାଗିପଡିଛନ୍ତି । ଏକ ଲୋକପ୍ରିୟ ଯୁବ ନେତୃତ୍ବ ଭାବେ ସେ ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.