ଗଣେଶ ଭଷାଣୀରେ ଗୋଷ୍ଠୀ ସଂର୍ଘଷ, ଅନେକ ଆହତ (Visual News)


ବଲାଙ୍ଗିର,୬/୯ : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ପଥର୍ଲା ଗାଁରେ ଗୁରୁବାର ଦିନ(୫/୯) ସନ୍ଧ୍ୟାରେ ଗଣେଶ ଭଷାଣୀ ସମୟରେ ଅଘଟଣ ଘଟିଛି । ଭୁଲ ବୁଝାମଣା ଯୋଗୁଁ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ତୁତୁ ମେଁମେଁରୁ ଆରମ୍ଭ ହୋଇ ଯାଇଥିଲା ପଥରବାଜି । ଏଥିରେ ଗାଁର ପ୍ରାୟ ଦଶ ଜଣ ପୁରୁଷ ମହିଳା ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାପରେ ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାପରେ ପରିସ୍ଥିତି ଧିରେ ଧିରେ ସ୍ବଭାବିକ ହେବାରେ ଲାଗିଛି।

(କ୍ଲିକ କରି ଦେଖନ୍ତୁ ଭିଡିଓ 👇)
ବଲାଙ୍ଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta