ନୂଆ ଟ୍ରାଫିକ୍ ନିୟମକୁ ନେଇ କ୍ଷୁବ୍ଧ ଅଖିଳେଶ : ବିଜେପିର ଚାଲାନ୍ କାଟିବେ ଜନତା


ନୂଆ ଟ୍ରାଫିକ୍ ନିୟମକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ଦେଶର ଗାଡ଼ିକୁ କ୍ଷମତା ନିଶାରେ ମତ୍ତ ନାବାଳକମାନେ ଚଲାଉଛନ୍ତି, ଯାହାଙ୍କୁ ନିଜ ଅହିତ କରିବାର ଲାଇସେନ୍ସ ଜନତା କେବେ ବି ଦେଇନାହିଁ । ସାମାଜିକ ସୌହାର୍ଦ୍ଦ୍ୟକୁ ପ୍ରଦୂଷିତ କରୁଥିବା ଏଭଳି କୁଚାଳକଙ୍କ ପାଖରେ ଦେଶର ଆର୍ଥିକ ଭବିଷ୍ୟତ ପାଇଁ କୌଣସି ବୀମା ନାହିଁ । ଏବେ ଜନସାଧାରଣ ଏମାନଙ୍କ ଚାଲାନ୍ କାଟିବେ ।

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta