ଫିଲ୍ମି ଡାଇଲଗରେ ଟ୍ରାଫିକ୍ ସଚେତନତା


ବାରିପଦା,୧୨/୯: ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ଏକ ଟ୍ୱିଟ୍ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏଥିରେ ସେ ବିଭିନ୍ନ ଫିଲ୍ମର ଲୋକପ୍ରିୟ ସଂଳାପ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି।

ଏହାକୁ ଲୋକେ ପସନ୍ଦ କରିବା ସହ ଆରକ୍ଷୀ ଅଧିକ୍ଷକଙ୍କୁ ସାଧୁବାଦ ଜଣାଇଛନ୍ତି।

ଏଇ ପୋଷ୍ଟକୁ ପସନ୍ଦ କରୁଥିଲେ ନିଶ୍ଚୟ ଶେୟାର୍ କରନ୍ତୁ