କାର୍ଲମୁଣ୍ଡା ଷ୍ଟେଟ ବ୍ୟାଙ୍କ ରୁ ଡକାୟତି

କଳାହାଣ୍ଡି,୧୦/୧୨:

କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ଷ୍ଟେଟ ବ୍ୟାଙ୍କ ରୁ ଡକାୟତି ହୋଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ତଥ୍ୟ ମିଳିପାରିନାହିଁ। ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି।ସାଇଣ୍ଟିଫିକ ଟିମ ଆସୁଥିବା ସୂଚନା ମିଳିଛି।

Report by :

Narottam Selma

Special Correspondent  odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.