କାର୍ଲମୁଣ୍ଡା ଷ୍ଟେଟ ବ୍ୟାଙ୍କ ଚୋରି ମାମଲା : ୭୬ ହଜାର ଟଙ୍କା ଓ ସିସି ଟିଭି ହାର୍ଡ ଡିସ୍କ ଚୋରି    

କଳାହାଣ୍ଡି,୧୦/୧୨:

କର୍ଲାମୁଣ୍ଡା ଷ୍ଟେଟ ବ୍ୟାଙ୍କ ରୁ ଚୋରି ହୋଇଥିବାର ତଥ୍ୟ ଆଜି ଆମର ହସ୍ତଗତ ହୋଇଛି। ଷ୍ଟ୍ରଙ୍ଗରୁମ ଭିତରୁ ୭୬ହଜାର ଟଙ୍କା ଓ ସିସି ଟିଭି ହାର୍ଡ ଡିସ୍କ ଚୋରି ହୋଇଛି।କେସିଙ୍ଗା ଏସଡିପିଓ ଗୁପ୍ତେଶ୍ଵର ଭୋଇ, ମ ରାମପୁର ଥାନାଧିକାରୀ ରେଣୁକା ସୁନା ସନ୍ଧାନୀ କୁକୁର ସହ ତଦନ୍ତ କରିଥିଲେ ମଧ୍ୟ ଚୋର ର ସନ୍ଧାନ ମିଳିନଥିବା ଜଣାଯାଇଛି ।

Report by :

Narottam Selma, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.