କଳାହାଣ୍ଡି,୧୦/୧୨:
କର୍ଲାମୁଣ୍ଡା ଷ୍ଟେଟ ବ୍ୟାଙ୍କ ରୁ ଚୋରି ହୋଇଥିବାର ତଥ୍ୟ ଆଜି ଆମର ହସ୍ତଗତ ହୋଇଛି। ଷ୍ଟ୍ରଙ୍ଗରୁମ ଭିତରୁ ୭୬ହଜାର ଟଙ୍କା ଓ ସିସି ଟିଭି ହାର୍ଡ ଡିସ୍କ ଚୋରି ହୋଇଛି।କେସିଙ୍ଗା ଏସଡିପିଓ ଗୁପ୍ତେଶ୍ଵର ଭୋଇ, ମ ରାମପୁର ଥାନାଧିକାରୀ ରେଣୁକା ସୁନା ସନ୍ଧାନୀ କୁକୁର ସହ ତଦନ୍ତ କରିଥିଲେ ମଧ୍ୟ ଚୋର ର ସନ୍ଧାନ ମିଳିନଥିବା ଜଣାଯାଇଛି ।
Report by :
Narottam Selma, Special Correspondent odiabarta.in