କର୍ଲାମୁଣ୍ଡା,୧୦/୧୨:
ନେହେରୁ ଯୁବ କେନ୍ଦ୍ର ଭବାନୀପାଟଣା ଆନୁକୂଲ୍ୟରେ ହରଗୌରୀ ଯୁବକ ସଂଘ କୁସୁର୍ଲା ଦ୍ଵାରା ସ୍ଥାନୀୟ ଯୋରାଡ଼ବରା ହାଇସ୍କୁଲ ପଡ଼ିଆରେ ହରଗୌରୀ ନକ ଆଉଟ ଫୁଟ ବଲ ଟୁର୍ଣ୍ଣାମେଣ୍ଟର ଦ୍ବୀତୀୟ ଦିବସ ଥିଲା । ଆଜିର ମ୍ୟାଚ୍ ତୁଳାପଡା ଏବଂ ରଜାପଡା ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ତୁଲାପଡା ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା। ଆୟୋଜିତ ମୁଖ୍ୟ ଅତିଥି ଭାବେ ରାଜସ୍ବନିରିକ୍ଷକ ରାଜଲକ୍ଷ୍ମୀ ବିଶ୍ବାଳ,
ସମ୍ମାନିତ ଅତିଥି ଭାବେ କୃଷ୍ଣ ଚନ୍ଦ୍ର ପାତ୍ର, ଶିକ୍ଷୟତ୍ରି ସୁଷମା ମାଝୀ, ଅଞ୍ଜଳୀ ଜାନୀ , ମେଘନାଥ ସାହୁ ଶିକ୍ଷକ,ଶେଷଦେବ ସାହୁ,ସ୍ବେଚ୍ଛାସେବୀ ରଶ୍ମିତା ସୁନା , ସଂଘ ସଭାପତି ଡିଙ୍ଗର ବନଛୋର, ସମ୍ପାଦକ ଯୁଗଳ ନାଗ, ଜାତୀୟ ସ୍ବେଚ୍ଛାସେବୀ ଡୁଳେନ୍ଦ୍ର ସାହୁ ପ୍ରମୂଖ ଉପସ୍ଥି ଥିଲା । ଖେଳ ପରିଚାଳନା ଦାଇତ୍ୱ ରେ ଥିବାବେଳେ ସିର୍ଧାନ୍ତ ଜାନୀ, ପ୍ରଫୁଲ୍ଲ ବଡ଼ମାଲି ଲାଇନ ମ୍ୟାନ , ପଦ୍ମନାଭ ବନଛୋର ଖେଳ ପରିଚାଲନା କରିଥିଲେ ।ଏଥିରେ ନିରୋଦ ବଡମାଳୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା କାଲିର ମ୍ୟାଚ ମୁଡିଂ ଓ ଲ ଇତରା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସଂଘ ସଭାପତି ଡିଙ୍ଗର ବନଛୋର ସୂଚନା ପ୍ରଦାନ କରିଛନ୍ତି।
Report by:
Nabin Kishor Sahu, karlamunda Correspondent odiabarta. .