ଶାନ୍ତପୁର ମଣ୍ଡି ପରିଦର୍ଶନ କଲେ ନର୍ଲା ବ୍ଲକ ଅଧ୍ୟକ୍ଷା

ଆଜି ମଧ୍ୟାନ୍ନରେ ଶାନ୍ତପୁର ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରୁଛନ୍ତି ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି । ଚାଷୀ କିପରି ସୁରୁଖୁରୁ ଭାବରେ ନିଜ କଷ୍ଟ ଉପାର୍ଜିତ ଧାନବିକିପାରିବେ ଓ ଉଚିତ ମୂଲ୍ୟ ପାଇପାରିବେ ସେନେଇ ବ୍ଲକ ଅଧ୍ୟକ୍ଷା ସଚେତନ ଥିବା ସ୍ଥାନୀୟ ଜନ ସାଧାରଣଙ୍କ ଠାରୁ ପ୍ରକାଶ ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.