Skip to content
ଆଜି ମଧ୍ୟାନ୍ନରେ ଶାନ୍ତପୁର ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରୁଛନ୍ତି ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି । ଚାଷୀ କିପରି ସୁରୁଖୁରୁ ଭାବରେ ନିଜ କଷ୍ଟ ଉପାର୍ଜିତ ଧାନବିକିପାରିବେ ଓ ଉଚିତ ମୂଲ୍ୟ ପାଇପାରିବେ ସେନେଇ ବ୍ଲକ ଅଧ୍ୟକ୍ଷା ସଚେତନ ଥିବା ସ୍ଥାନୀୟ ଜନ ସାଧାରଣଙ୍କ ଠାରୁ ପ୍ରକାଶ ।
error: You are not allowed to copy this content. Thank you.