ସମଲେଶ୍ବରୀ ମନ୍ଦିର ପରିସରରେ ଚିତ୍ରକଳା କର୍ମଶାଳା


ସମ୍ବଲପୁର,୬/୧୦: ମହନବମୀ ଅବସରରେ ମା’ ସମଲେଶ୍ବରୀ ମନ୍ଦିର ପରିସରରେ ଆୟୋଜନ ହେଉଛି ଚିତ୍ରକଳା କର୍ମଶାଳା ‘ଯା ଦେବୀ ସର୍ବଭୂତେଷୁ’।


ସମ୍ବଲପୁର ଜିଲ୍ଲା ଧନୁପାଲି ସ୍ଥିତ ଚିତ୍ରକଳା ସଂସ୍ଥା କଳା ଓ କଳାକାର ପକ୍ଷରୁ ଏହା ଆୟୋଜିତ ହେଉଛି।