କରମତଲାରେ ଫୁଟବଲ ପ୍ରତିଯୋଗିତା

ସଇଁତଲା,୧୫/୧୨:

ସଇଁତଲା ବ୍କକ ରମତଲା ଠାରେ ଦଶମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି  ଭାବେ ଟିଟିଲାଗଡ ଜୋନ- ୭ ଜିଲ୍ଲା ପରିଷଦ ସଦସ୍ୟ ଦୀଲିପ ଖରସେଲ , ସମ୍ମାନିତ ଅତିଥି ଭାବେ ପ୍ରଦିପ ଖରସେଲ , ଧନୁଧର ବଗତ୍ତି , ନିଲାଚଲ ନାଗ ପ୍ରମୂଖ ମଞିଚାସି ଥିଲେ । ପ୍ରଥମ ମେଚ୍ ବଡମାଲ ବନାମ ଝରବାହାଲି ମଧ୍ୟରେ ଅନୁଷ୍ଟିତ ହୋଇଥିଲା ଏଥିରେ ବଡମାଲ ଗୋଲ୍ଡେନ କିକ୍ ରେ ବିଜୟ ଲାଭ କରିଥିଲା ,ଦ୍ଵତୀଯ ମେଚ ପିପଲ ପଦର ବନାମ ଚଲକି ମଧ୍ୟରେ ଅନୁଷ୍ଟିତ ହୋଇଥିଲା ଏଥିରେ  ଚଲକି ୧-୦ ଗୋଲ ରେ ବିଜୟୀ ହୋଇଥିଲା ।

ଖେଲପରିଚାଲନା ବଲରାମ ବାଗ , ଷେସଦେବ ରଣା , ଟିକେଶଶ୍ୱର ଵାଗ ,ସନ୍ତାନୁ ବେହେରା ,ଦୁଷ୍ମନ୍ତ ରଣା , ଵୁଳୁ ରଣା ରଞ୍ଜନ ବୁଡେକ୍ ପ୍ରମୂଖ ସହଯୋଗ କରିଥିଲେ । ଏହି କ୍ରିଡାର ଆୟୋଜକ ଥିଲେ କରମତଲା ଯୁବକ ସମାଜ । 

Report by:

Gokulananda Bagarty, Reporter Saintala odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.