ସଇଁତଲା,୧୫/୧୨:
ସଇଁତଲା ବ୍କକ ରମତଲା ଠାରେ ଦଶମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ଟିଟିଲାଗଡ ଜୋନ- ୭ ଜିଲ୍ଲା ପରିଷଦ ସଦସ୍ୟ ଦୀଲିପ ଖରସେଲ , ସମ୍ମାନିତ ଅତିଥି ଭାବେ ପ୍ରଦିପ ଖରସେଲ , ଧନୁଧର ବଗତ୍ତି , ନିଲାଚଲ ନାଗ ପ୍ରମୂଖ ମଞିଚାସି ଥିଲେ । ପ୍ରଥମ ମେଚ୍ ବଡମାଲ ବନାମ ଝରବାହାଲି ମଧ୍ୟରେ ଅନୁଷ୍ଟିତ ହୋଇଥିଲା ଏଥିରେ ବଡମାଲ ଗୋଲ୍ଡେନ କିକ୍ ରେ ବିଜୟ ଲାଭ କରିଥିଲା ,ଦ୍ଵତୀଯ ମେଚ ପିପଲ ପଦର ବନାମ ଚଲକି ମଧ୍ୟରେ ଅନୁଷ୍ଟିତ ହୋଇଥିଲା ଏଥିରେ ଚଲକି ୧-୦ ଗୋଲ ରେ ବିଜୟୀ ହୋଇଥିଲା ।
ଖେଲପରିଚାଲନା ବଲରାମ ବାଗ , ଷେସଦେବ ରଣା , ଟିକେଶଶ୍ୱର ଵାଗ ,ସନ୍ତାନୁ ବେହେରା ,ଦୁଷ୍ମନ୍ତ ରଣା , ଵୁଳୁ ରଣା ରଞ୍ଜନ ବୁଡେକ୍ ପ୍ରମୂଖ ସହଯୋଗ କରିଥିଲେ । ଏହି କ୍ରିଡାର ଆୟୋଜକ ଥିଲେ କରମତଲା ଯୁବକ ସମାଜ ।
Report by:
Gokulananda Bagarty, Reporter Saintala odiabarta.in