ସଇଁତଲାରେ ପିଠା କାର୍ଯ୍ୟକ୍ରମ

ବଲାଙ୍ଗିର,୧୬/୧୧:

ବଲାଙ୍ଗିର ଜିଲ୍ଲା ସଇଁତଲା ଠାରେ ଆଜି ‘ପିଠା’ କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିତ୍ତ ରଞ୍ଜନ ବନଗୋଲ ଙ୍କ ଦ୍ବାରା ଉଦ୍ଦଘାଟିତ ହୋଇ ଯାଇଛି ।  ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ ଥିଲେ । ଏଥିରେ ସରକାରୀ ଯୋଜନାର ରୂପରେଖ ନେଇ ଆଲୋଚନା ହେବାସହ ସ୍ଥାନୀୟ ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ପିଠା ପଦର୍ଶିତ ହୋଇଥିଲା । ଅତିଥି ମାନେ ସ୍ବାଦିଷ୍ଟ ପିଠା ସବୁର ଉଚ୍ଚ ପ୍ରଶଂସା କରିଥିଲେ ।

ବଲାଙ୍ଗିରରୁ ଦେବେନ୍ଦ୍ର କୁମାର ଯୋଶୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.