ପୂର୍ବ ଶତ୍ରୁତାରୁ ମାରପିଟ : ଦୁଇ ପରିବାରର ୪ ଆହତ, ଜଣେ ଗୁରୁତର

ବଲାଙ୍ଗିର,୧୩/୧୧: ପୁଇଁନ୍ତଲା ଥାନା ମହିମୁଣ୍ଡା ଗାଁର ଦୁଇ ପରିବାର ଭିତରେ ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର ଏବଂ ଚାରିଜଣ ଆହତ ହୋଇଛନ୍ତି । ଗତକାଲି ବିଲମ୍ବିତ ରାତିରେ ପୁର୍ବ ଶତୃତାରୁ ମୁ୍କ୍ତେଶ୍ୱର ଗଡତିଆ ଏବଂ ସମାରୁ ପଧାନକଂ ପରିବାର ଭିତରେ ମାଡପିଟ ହୋଇଥିଲା । ଠେଗାଂ ବାଡିରେ ଵାଡାବାଡି ହୋଇ ଉଭୟ ପକ୍ଷର ଚାରିଜଣ ଆହତ ହୋଇଛନ୍ତି । ସେମାନକଂ ଭିତରୁ ମୁକ୍ତେଶ୍ୱର ଗଡତିଆକଂ ଅବସ୍ଥା ଗୁରୁତର ଥିବାରୁ ବଲାଗିଂର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ତେ ଭର୍ତି କରାଯାଇଛି । ପୁଇଁନ୍ତଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇ ପଡୋଶୀ ପରିବାର ଭିତରେ ଦୀର୍ଘ ଦିନରୁ ଶତୃତା ଲାଗି ରହିଥିବା ଜଣାପଡିଛି।

ବଲାଙ୍ଗିରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

——————————————————–

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.