ଓଡ଼ିଶା ସାମ୍ବାଦିକ ସଂଘ ର ଜିଲ୍ଲା କାର୍ଯ୍ୟକାରିଣୀ କମିଟି  ବୈଠକ

କଳାହାଣ୍ଡି,୧୭/୧୨:

ଓଡ଼ିଶା ସାମ୍ବାଦିକ ସଂଘ ର ଜିଲ୍ଲା କାର୍ଯ୍ୟକାରିଣୀ କମିଟି  ବୈଠକ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଛି। ଏଥିରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରୋଜ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟନାରାୟଣ ପଣ୍ଡା ସଭାର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଆଗାମୀ ରାଜ୍ୟ ସମାବେଶରେ ଯୋଗ ଦେବା ସହ ସମସ୍ତ ଙ୍କ ମଧ୍ୟରେ ସମନ୍ୱୟ ରଖିବା ଉପରେ ଏଥିରେ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନରୋତ୍ତମ ସେଲମା, ଅନିଲ ବାବୁ, ସୁଜିତ ବେହେରା, ମନୋଜ ବାବୁ, ସତ୍ୟ କୁମାର, ଲଷ୍ମୀକାନ୍ତ ବାଗ ପ୍ରମୁଖ ଯୋଗଦେଇଥିଲେ।

Report by Narottam Selma, Special Correspondent odiabarta.in

http://For latest news updates  Please subscribe to notifications by clicking on the bell button.  Like us on facebook  http://www.facebook.com/odiabarta/ Subscribe us on youtube  https://m.youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.