ଝାରସୁଗୁଡ଼ା : ଲାଞ୍ଚ ନେଇ ଧରା ପଡିଛନ୍ତି ଝାରସୁଗୁଡା ଜିଲ୍ଳା ମେଡିକାଲ ଅଫିସର ଉଷରାଣୀ ଦାଶ। ଜନୈକ ଠିକାଦାରଙ୍କ ବିଦ୍ୟୁତ ବିଲ୍ ପାସ୍ କରାଇଦେବା ପାଇଁ ଉଷାରାଣୀ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ପୂର୍ବ ଯୋଜନା ମୁତାବକ ଉଷାରାଣୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛି। ଉଷାରାଣୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଛି।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube