ଜିଲ୍ଲା ସ୍ଥରୀୟ ସ୍ବୟଂ ସହାୟକ ଗୋଷ୍ଠୀ ସାମଗ୍ରୀ ବିକ୍ରୟ କେନ୍ଦ୍ର ଉଦଘାଟିତ

ବଲାଙ୍ଗିର,୧୦/୧୨ : ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମାନଙ୍କ ଜିଲ୍ଲା ସ୍ଥରୀୟ ସାମଗ୍ରୀ ବିକ୍ରୟ କେନ୍ଦ୍ର ବଲାଙ୍ଗିର ଡିଆରଡିଏ ତରଫରୁ ଉଦଘାଟିତ ହୋଇଯାଇଛି । ଆଗକୁ ବଜାରରେ ସୁଲଭ ମୂଲ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ମିଳିବ ଓ ଗ୍ରାହକ ସିଧାସଳଖ ଲାଭ ପାଇପାରିବେ। ଯେଉଁଥିରେ ମାଟିର ବିଭିନ୍ନ ପ୍ରକାର କଳାକୃତିରେ ଆବଦ୍ଧ ସାମଗ୍ରୀ ମିଳିବ। ଏଥିରେ ଟେରାକୋଟା ସାମଗ୍ରୀ ସହ ଖାଉଟିଙ୍କ ପାଇଁ ବଡି, ପାମ୍ପଜ, ଜିରା, ମସଲା ଇତ୍ୟାଦି ବିକ୍ରୟ କରାଯିବ ବୋଲି ଜଣାପଡିଛି ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.