ନିର୍ବାଚନ ଜିତିବା ପାଇଁ ପ୍ରତିଶୃତି ଦିଆଯାଏ, କିନ୍ତୁ ପ୍ରକୃତରେ ହୁଏ ନାହିଁ – ଗଡକରି

ନୂଆ ଦିଲ୍ଲୀ,୧୯/୧୨:
କେନ୍ଦ୍ରିୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରି ନିର୍ବାଚନ ସମୟରେ ଦିଆ ଯାଉଥିବା ପ୍ରତିଶୃତି ଉପରେ ବଡ ବୟାନ ଦେଇଛନ୍ତି । ଗଡକରି କହିଛନ୍ତି ଯେ ନିର୍ବାଚନ ସମୟରେ ଦିଆଯାଉଥିବା ପ୍ରତିଶୃତି ଜିତିବା ପାଇଁ କିନ୍ତୁ ପ୍ରାକ୍ଟିକାଲ ନୁହଁ । ଆଜତକ ଚେନାଲର ଏକ କାର୍ଯ୍ୟକ୍ରମ ଏଜେଣ୍ଡା ଆଜତକରେ କଥା ପ୍ରସଙ୍ଗରେ ଗଡକରି କହିଲେ କି ଏହି କଥା କୌଣସି ବି ପାର୍ଟିରେ ହୁଏ । ନିର୍ବାଚନ ଜିତିବା ପାଇଁ ଅନେକ ପ୍ରତିଶୃତି ଦିଆଯାଏ କିନ୍ତୁ ଆର୍ଥିକ ଦୃଷ୍ଟିରୁ ସେସବୁକୁ ପୂରା କରିବା ସମ୍ଭବ ହୋଇନଥାଏ । କିନ୍ତୁ ଆମେ ନିର୍ବାଚନ ପାଇଁ ଏସବୁ କରୁ ।
For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.