ପରଲୋକରେ ଆଦିବାସୀ ନେତା ବୃନ୍ଦାବନ ମୁଣ୍ଡା


ଜିଲ୍ଲା ଆଦିବାସି କଲ୍ୟାଣ ସଂଘ ପକ୍ଷରୁ ଗଭିର ଶୋକ ପ୍ରକାଶ 

ସୋନପୁର,୧୨/୧୨ : ସୋନପୁର ଜିଲ୍ଲା ଆଦିବାସି କଲ୍ୟାଣ ସଂଘର ସୋନପୁର ପୈାରାଚଂଲ ସଭାପତି ସାନଝିଙ୍କି ଗ୍ରାମର ବୃନ୍ଦାବନ ମୁଣ୍ଡା (୩୭) ଙ୍କ ବୁଧବାର ଅକାଲ ବିୟୋଗ ହୋଇଛି । ଛାତିରେ ଜନ୍ତ୍ରଣା ହେବାରୁ ଗତ କିଛି ଦିନ ହେଲା ସେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ବୁଧବାର ପୂର୍ବାହ୍ନ ରେ ୧୨ ଟାରେ ତାଙ୍କର ମୃତ୍ୟୁ ହେବାପରେ ଜିଲ୍ଲା ଆଦିବାସି କଲ୍ୟାଣ ସଂଘ ପକ୍ଷରୁ ଗଭିର ଶେକ ପ୍ରକାଶ ପାଇଛି । ବୁଧବାର ସନ୍ଧ୍ୟାରେ ଗାଁ ସ୍ମଶାନରେ ତାଙ୍କର ଶେଷକୃତ ସଂମ୍ପନ୍ନ କରାଯାଇଛି । ସେ ସଂଘର ସକ୍ରିୟ ସଦସ୍ୟ ଥିଲେ ଓ ସୁସଂଗଠକ ସହ ସମସ୍ତ ସାଙ୍ଗଠିକ କାର୍ଯ୍ୟରେ ଉପସ୍ଥିତ ରହି ସୁସହେଯାଗ କରୁଥିଲେ । ତାଙ୍କର ମୃତ୍ୟୁ ହେବାପରେ ଜିଲ୍ଲା ଆଦିବାସି କଲ୍ୟାଣ ସଂଘ ପକ୍ଷରୁ ଗଭିର ଶେକ ପ୍ରକାଶ ପାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

__________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta