ଜୁନାଗଡ,୧୯/୧୨:
ଜୁନାଗଡ଼ ବ୍ଲକ ଅନ୍ତର୍ଗତ କର୍ଲାକୋଟାରେ ଚାଲିଥିବା ଅଲ ଓଡିଶା ଫୁଟବଲ ଟୁର୍ନାମେଣ୍ଟର ଆଜିର ଏକ ରୋଚକ ପୂର୍ଣ୍ଣ ଖେଳରେ
ମାଟିଗାଁ ବ୍ରହ୍ମପୁର କୁ ୨ -୧ ରେ ହରାଇ ଫାଇନାଲ ରେ ପ୍ରେବେଶ କରିଛି । କ୍ୟାପଟେନ ଭଗବାନ ଦଳପତିଙ୍କ ଦୁଇ ଗୋଲ ସହ ମାଟିଗାଁ ସୁନ୍ଦର ଖେଳ ପ୍ରଦଶନ କରିଥିଲା । ଆନ୍ୟ ସେମିଫାନଲରେ ଵାନେର କରାପୁଟ କୁ ୨-୧ ହରାଇ ଫାଇନାଲ ରେ ପ୍ରବେଶ କରିଛି ।
ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ଜୁବ ମୋର୍ଚ୍ଚ ସମ୍ପାଦକ ରୁପେଶ ଜୈନ ଯୋଗ ଦେଇଥିବାବେଳେ ଆୟୋଜକ କମିଟି ସଭାପତି ହିତେଶ କୁମାର ମlଝି, ସମ୍ପାଦକ କ୍ଷୀରୋଦ ଶବର, କୋଷଧ୍ୟକ୍ଷ ବେଣୁଧର ଶବର ପ୍ରମୂଖ ଉପସ୍ଥିତ ଥିଲେ । ଖେଳେ ପରିଚାଲାନା କରିଥିଲେ ମୋନଜ ରଥ, ଶେଷଦେବ ମଲିକ, ରିକୁଂ ବିଶି ଓ ବୀରେନ୍ଦ୍ର ଶବର ।
ଜୁନାଗଡ ରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta. in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube