କୁହୁଡି ପାଇଁ ସଡକ ଦୁର୍ଘଟଣା : ଓଳଟି ପଡିଲା ମାଲ ବୋଝେଇ ଟ୍ରକ

ବଲାଙ୍ଗିର,୨୦/୧୨:
ଆଜି ପାହାନ୍ତିଆ ପ୍ରାୟ ୩ ଟା ରେ କଲାହାଣ୍ଡି ବାଲାଙ୍ଗିର ରାସ୍ତାର ପିପରୁଟ ଠାରେ ଏକ ଆଜବେଷ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଏହି ଟ୍ରକ (OR 08 E 4837) ଦୁର୍ଘଟଣା ଗ୍ରସ୍ଥ ହୋଇ ଓଲଟି ପଡିଥିଲା । ଏଥିପାଇଁ ରାସ୍ତା ଜାମ ହୋଇ ଜାଇଥିଲା । ପରେ ଲେକେ ପହଞ୍ଚି ରାସ୍ତା ସଫା କଲାପରେ ଜାନବାହାନ ଜାତାୟାତ ସ୍ବାଭାବିକ ହେଇଛି ।

ବାଲାଙ୍ଗିରରୁ ଦେବେନ୍ଦ୍ର କୁମାର ଯୋଶୀଙ୍କ ରିପୋର୍ଟ ଓଡିଆ ବାର୍ତ୍ତା odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.