ଅଲ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ : ବାନେର ଚଂପିୟନ

ଜୁନାଗଡ,୨୧/୧୨:
ଜୁନାଗଡ଼ ବ୍ଲକ ଅନ୍ତର୍ଗତ କର୍ଲାକୋଟା ଠାରେ ଚାଲିଥିବା ଅଲ ଓଡିଶା ପୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ
ମାଟିଗାଁ କୁ ୪ – ୩ ଗୋଲରେ ହରାଇ ବାନେର ଚାମ୍ପିୟନ ହୋଇଛି ।

ଉଦଜାପନି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅନିଲ
ସିଂଦେଓ, ସମ୍ମାନିତ ଅତିଥି ଭାବେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶକଂର ମିଶ୍ର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ବର ନାଏକ ପ୍ରମୂଖ ଯୋଗ ଦେଇ ଖେଲାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଆୟୋଜକ କମିଟି ସଭାପତି ହିତେଶ କୁମାର ମlଝି ,ସମ୍ପାଦକ କ୍ଷୀରୋଦ ଶବର, କୋଷାଧ୍ୟକ୍ଷ ବେଣୁଧର ଶବର ପ୍ରମୂଖ ସହଯୋଗ କରିଥିବା ବେଳେ ଖେଳେ ପରିଚାଲାନା କରି ଥିଲେ ମୋନଜ ରଥ ,ଶେଷଦେବ ମଲିକ,ରିଙ୍କୁ ବିଶି ଓ ବୀରେନ୍ଦ୍ର ଶବର ।

ଜୁନାଗଡ ରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.