ଲାଞିଗଡ଼,୨୨/୧୮:
ଲାଞିଗଡ଼ ବ୍ଲକ ଭୂର୍ଟିଗଡ଼ ପଞ୍ଚାୟତରେ ପୋଲିସ ଜନ ସମ୍ପର୍କ ଶିବିର ରେ ଲାଞିଗଡ ରୋଡ, କର୍ମଦ୍ଧା, କଦମ ଗୁଡା,୧୧ଟି ଦଳକୁ ନେଇ ଭଲିବଲ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଲାଞିଗଡ ରୋଡ଼ ପଞ୍ଚାୟତ ର କିଡିଙ୍ଗ ଗ୍ରାମ ଓ ଲାଞିଗଡ ରୋଡ ଦୁଇ ଟି ଦଳ ଫାଇନାଲ ପହଂଚି ଲାଞିଗଡ଼ ରୋଡ଼ ୧୫/୧୩ ପଏଣ୍ଟରେ କିଡିଙ୍ଗ କୁ ହରାଇ ଚମ୍ପିୟାନ ହୋଇଛି। ଏହି ଖେଳକୁ ପରିଚାଳନା କରିଥିଲେ ନର୍ଲା ଥାନା କନେଷ୍ଟବଳ ମନୋଜ ପଣ୍ଡା ଅଫିସିଆଲ ଷ୍କୋରର କନେଷ୍ଟବଳ ଲୁନା ଭୋଇ ପ୍ରମୁଖ।
Report by Gopaldas Mahanand, Correspondent Lanjigarh odiabarta.in