ପୋଲିସ ଜନ ସଂର୍ପକ ଶିବିରରେ ଭଲିବଲ ପ୍ରତିଯୋଗିତା

ଲାଞିଗଡ଼,୨୨/୧୮:

ଲାଞିଗଡ଼ ବ୍ଲକ ଭୂର୍ଟିଗଡ଼ ପଞ୍ଚାୟତରେ ପୋଲିସ ଜନ ସମ୍ପର୍କ ଶିବିର ରେ ଲାଞିଗଡ ରୋଡ, କର୍ମଦ୍ଧା, କଦମ ଗୁଡା,୧୧ଟି ଦଳକୁ ନେଇ ଭଲିବଲ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଲାଞିଗଡ ରୋଡ଼ ପଞ୍ଚାୟତ ର କିଡିଙ୍ଗ ଗ୍ରାମ ଓ ଲାଞିଗଡ ରୋଡ ଦୁଇ ଟି ଦଳ ଫାଇନାଲ  ପହଂଚି ଲାଞିଗଡ଼ ରୋଡ଼ ୧୫/୧୩ ପଏଣ୍ଟରେ କିଡିଙ୍ଗ କୁ ହରାଇ ଚମ୍ପିୟାନ ହୋଇଛି। ଏହି ଖେଳକୁ ପରିଚାଳନା କରିଥିଲେ ନର୍ଲା ଥାନା କନେଷ୍ଟବଳ ମନୋଜ ପଣ୍ଡା ଅଫିସିଆଲ ଷ୍କୋରର କନେଷ୍ଟବଳ ଲୁନା ଭୋଇ ପ୍ରମୁଖ।

Report by Gopaldas Mahanand, Correspondent Lanjigarh odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.