ବଲାଙ୍ଗିର,୨୩/୧୨:
ରାଣିମହୁଲ, କାନ୍ଧକେଲଗାଁରେ ଆଜି ଭାଲୁ ବୁଢା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣାନନ୍ଦ ପଣ୍ଡା ପୂର୍ବତନ ସରପଞ୍ଚ, ପ୍ରମୋଦ ପଣ୍ଡା, ଆୟୋଜକ ମଣ୍ତଳୀର ରାକେଶ ପ୍ରଧାନ, ଉମେଶ ପ୍ରଧାନ, ଭିଷ୍ମ ସାହୁ, ଜଗଦିଶ ସାହୁ, ରାମଦାଶ, ପ୍ରଦିପ ନାଗ, ପ୍ରଦିପ ଜାଲ,
ଦିନ କୃଷ୍ଣ କୁମ୍ଭାର , ଡିଲେଶ୍ବର ବାରିକ , ଲାଲା ନାଗ, ବୃନ୍ଦାବନ ବାରିକ ଅଦି ଉପସ୍ଥିତ ଥିଲେ । ଉଦଘାଟନୀ ମ୍ୟାଚ ରୁଣିମହୁଲ ଓ କନ୍ଧକେଲ ଗାଁ ମଧ୍ୟରେ ଅନୁଷ୍ଠିତ ହେଉଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଛନ୍ତି ।
Report by Debendra Joshi, Correspondent Bolangir odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube