କୁଲତା ସମାଜ ମହାସଭା ପାଇଁ ପ୍ରସ୍ତୁତି ବୈଠକ

 

ନର୍ଲା ବ୍ଲକ ଅନ୍ତର୍ଗତ ତୁଲାପଡା ଠାରେ ଆଜି କଳାହାଣ୍ଡି କୁଲତା ସମାଜର ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨୮ ତାରିଖରେ ଜମୁନାବାହାଲ ରଣେଶ୍ବର ରାମଚଣ୍ଡି ମନ୍ଦିରରୁ ମଶାଲ ଆସିବା ପରେ ମହାସଭା ଆରମ୍ଭ ହେବ ଓ ୩୦ ତାରିଖ ଦିନ ଉଦ୍ଦଜାପନୀ ହେବ ବୋଲି ଜଣାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.