ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ

କଳାହାଣ୍ଡି,୧୩/୩ : ଆଗାମୀ ଶିକ୍ଷାବର୍ଷ ପାଇଁ ଷଷ୍ଠଶ୍ରେଣୀରେ ନାମଲେଖାଇବାକୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହେଇଛି । ଚଳିତବର୍ଷ ମ.ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଅଣସଂରକ୍ଷିତ ଆସନରେ ୧୯ଜଣ, ଅଣସଂରକ୍ଷିତ(ମହିଳା)୧୯ ଜଣ, ଅନୁସୂଚୀତ ଜାତି୧୫ଜଣ, ଅନୁସୂଚିତ ଜାତି (ମହିଳା)୧୬ଜଣ, ଅନୁସୂଚିତ ଜନଜାତି୫ଜଣ, ଅନୁସୂଚିତ ଜନଜାତି(ମହିଳା)୬ଜଣ ଉତୀର୍ଣ୍ଣ ହେଇଥିବା ଜଣାଯାଇଛି । ତେବେ ଚଳିତ ବର୍ଷ ଏହି ପ୍ରବେଶିକା ପରୀକ୍ଷା ପାଇଁ ମୋଟ ୨୬୭ ଜଣ ଛାତ୍ରଛାତ୍ରୀ ଫର୍ମ ଦାଖଲ କରିଥିବାବେଳେ ୨୬୬ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ ।

କଳାହାଣ୍ଡିରୁ ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.