କରୋନା ସଚେତନତା : ବ୍ଲକ କାର୍ଯ୍ୟାଳୟ ପରିସରରେ ସଫେଇ

କଳାହାଣ୍ଡି,୧୩/୩ : ମ.ରାମପୁର ପଞ୍ଚାୟତ ସମିତି ପରିସରରେ ବିିଡ଼ିଓ ରୁମାନା ଜାଫ୍ରିଙ୍କ ନେତୃତ୍ୱରେ କରୋନା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଫେଇ କାର୍ଯ୍ୟ କରାଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସର ସଫେଇ କରିବା ସହିତ ସମସ୍ତଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆରଡ଼ବ୍ଲ୍ରୁଏସଏସ ରୁ ପ୍ରଦୀପ୍ତ କୁମାର ରାୟ, ସେବାଜଗତ ତରଫରୁ ସୁନୀତା ତାଣ୍ଡିଙ୍କ ସମେତ ଅନ୍ୟକର୍ମଚାରୀମାନେ ଉପସ୍ଥିତ ରହି ସଫେଇରେ ସହଯୋଗ କରିଥିଲେ ।

କଳାହାଣ୍ଡିରୁ ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.