ରୁପ୍ରାରୋଡ ହାଇ ସ୍କୁଲ ୮୯ବେଚ ର ପ୍ରସ୍ତୁତି ବୈଠକ

କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ ହାଇ ସ୍କୁଲ ୧୯୮୯ ମେଟ୍ରିକ ବେଚ ର ପୁରାତନ ଛାତ୍ରଛତ୍ରୀ ମାନଙ୍କ ଏକ ପ୍ରସ୍ତୁତି ବୈଠକ ବିଲାଟ ଶିବ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃୟାରୀ ୧୭ ତାରିଖରେ ରୁପ୍ରାରୋଡ ହାଇ ସ୍କୁଲ ଠାରେ ଏହି ବେଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ହେବବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.