ସବୁ ଭେଦଭାବ ଓ ମତଭେଦ ଛାଡ଼ି କରୋନା ବିରୁଦ୍ଧରେ ଲଢିବା ପାଇଁ ଅଖିଳେଶ ଯାଦବଙ୍କ ଆହ୍ବାନ


ଲକ୍ଷ୍ନୌ,୨୫/୩ : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମାନେ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁପି ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ କରୋନା ସମୟରେ ସଜାଗ ରହିବାକୁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି । ଏନେଇ ଏକ ଟୁଇଟ୍ କରିଛନ୍ତି ଅଖେଳେଶ ।

 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta