କରୋନା ଭାଇରସ : ସାରା ବିଶ୍ବରେ ୨୧ ହଜାରରୁ ଅଧିକ ମୃତ, ୧୫ରେ ପହଞ୍ଚିଲା ଭାରତର ମୃତ୍ୟୁ ସଂଖ୍ୟା


ନୂଆଦିଲ୍ଲୀ,୨୬/୩ : ସାରା ବିଶ୍ବରେ କରୋନା ଭାଇରସ ତା’ର ତାଣ୍ଡବ ଲିଳା ରଚି ଚାଲିଛି । ପୃଥିବୀରେ କରୋନା ମୃତକଙ୍କ ସଂଖ୍ୟା ୨୧ ହଜାର ପାର କରିଛି । ଭାରତରେ ମଧ୍ୟ ଏହି ସଂଖ୍ୟା ବଢିବାରେ ଲାଗିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଦେଶରେ କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫ ରେ ପହଁଞ୍ଚିଛି । ଏହା ସହ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୬୪୯ରେ ପହଞ୍ଚିଥିବା ଜଣାପଡିଛି ।

________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta