ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ହଜାରେ ଟପିଲା


ୱାସିଙ୍ଗଟନ,୨୬/୨ : ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଏବେ କରୋନା ତା’ର କାୟା ବିସ୍ତାର କରି ଚାଲିଛି । ଆମେରିକାରେ କରୋନା ଭାଇରସର ୬୫,୦୦୦ ରୁ ଅଧିକ ମାମଲା ଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା ୧,୦୦୦ ରୁ ଅଧିକା ହୋଇଛି । ଏଠାରେ ସୂଚନା ଯୋଗ୍ୟଯେ, ଚୀନ ଓ ଇଟାଲି ପରେ ଆମେରିକାରେ କରୋନାରେ ଆକ୍ରାନ୍ତ ଅଧିକ ରୋଗୀ ରହିଛନ୍ତି ।

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta