ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ଉପରେ ନଜର ରଖିବେ ମୋଦୀ ସରକାରଙ୍କ ମନ୍ତ୍ରୀ


ନୂଆଦିଲ୍ଲୀ, ୨୭/୩ : କେନ୍ଦ୍ର ସରକାର ରାଜ୍ୟ ମାନଙ୍କରେ କରୋନା ସ୍ଥିତି ଉପରେ ନଜର ରଖିବାପାଇଁ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଅଲଗା ଅଲଗା ରାଜ୍ୟର ପ୍ରଭାରୀ କରିଛନ୍ତି । ଜାଣନ୍ତୁ କିଏ କେଉଁ ରାଜ୍ୟ ପାଇଁ ଦାଇତ୍ବରେ ରହିବେ

ମହାରାଷ୍ଟ୍ର : ନୀତିନ ଗଡକରୀ ଓ ପ୍ରକାଶ ଜାଭେଦକର

ବିହାର : ରାମ ବିଲାଶ ପାସୱାନ ଓ ରବିଶଙ୍କର ପ୍ରସାଦ

ଆସାମ : ଜେନରାଲ ବିକେ ସିଂ

ଝାରଖଣ୍ଡ : ମୁଖତାର ଆବ୍ବାସ ନକବୀ

ଓଡିଶା : ଧର୍ମେନ୍ଦ୍ର ପଧାନ

ଉତ୍ତର ପ୍ରଦେଶ : ରାଜନାଥ ସିଂ, ସଂଜୀବ ବାଲ୍ୟାନ, ମହେନ୍ଦ୍ର ନାଥ ପାଣ୍ଡେ ଓ କୃଷ୍ଣ ପାଲ ଗୁଜ୍ଜର

ଛତିଶଗଡ : ଅର୍ଜୁନ ମୁଣ୍ଡା

ରାଜସ୍ଥାନ ଏବଂ ପଞ୍ଜାବ : ଗଜେନ୍ଦ୍ର ସିଂହ ଶେଖାବତ

ଏହି ସବୁ ମନ୍ତ୍ରୀ ନିଜ ନିଜ ଦାଇତ୍ବରେ ଥିବା ରାଜ୍ୟର ଦୈନିକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦେବେ ।

______________________________________

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta