ମହାରାଷ୍ଟ୍ରରେ ଆବଶ୍ୟକୀୟ ସାମଗ୍ରୀ ଦୋକାନ ଦିନ ରାତି ଖୋଲା ରହିବ – ଉଦ୍ଧବ ଠାକରେ


ମୁମ୍ବାଇ,୨୭/୩ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରବାର ଦିନ ଘୋଷଣା କରିଛନ୍ତିକି, ରାଜ୍ୟର ଆବଶ୍ୟକୀୟ ସାମଗ୍ରୀ ଦୋକାନ ଦିନ ରାତି ଖୋଲିବା ପାଇଁ ଅନୁମତି ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରୀ ବିଜ୍ଞପ୍ତି ଅନୁସାରେ ଏହି ସିଦ୍ଧାନ୍ତ କରୋନା ଭାଇରସ ପାଇଁ ଘୋଷିତ ଲକଡାଉନ ସମୟରେ ବଜାର ଓ ଦୋକାନରେ ଭିଡ ନିୟନ୍ତ୍ରଣ କରିବା ପାଇଁ ଏହି ସିଦ୍ଧାନ୍ତ ନିଆଯାଇଛି ।

______________________________________

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta