କେସିଙ୍ଗା,୨୬/୧୨: କେସିଙ୍ଗା ବ୍ଲକ ଚାଞ୍ଚେର ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭବାନୀପାଟଣା ରାମନଗର ପଡ଼ାର ସନ୍ଦୀପ କୁମାର ପଟ୍ଟନାୟକ(୪୫)। ସେ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ବିପରୀତ ଡିଗରୁ ଆସୁଥିବା ଏକ ଟ୍ରକ( ଡବ୍ଲ୍ୟୁବି ୩୩ବି ୨୪୫୧) ତାଙ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ ଦେହ ଉଦ୍ଧାର କରି କେସିଙ୍ଗା ଡାକ୍ତରଖନାକୁ ନିଆଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
କେସିଙ୍ଗାରୁ ବଳରାମ ନାଏକଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube
http://youtube.com/channel/UCdoWrXFOsGOd7dzWwMFwFrQ