ଆଜିର ଆହ୍ୱାନ : ଗୀତରେ ଗୀତରେ କରୋନା ସଚେତନତା


👆କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ

ସୁପ୍ରା ଏଣ୍ଟରଟେନମେଣ୍ଟ ହାଉସ୍, ରାୟଗଡ ତରଫରୁ କରୋନା ଭୁତାଣୁର ଭୟାବହତା ଲାଗି ଏକ ସଚେତନତା ଗୀତ ପ୍ରସ୍ତୁତ କରାଯାଇଛି। ଗୀତଟି ଆକାଶବାଣୀ ତଥା ଦୂରଦର୍ଶନ ସ୍ୱୀକୃତିପ୍ରାପ୍ତ ଗାୟକ ଗଗନ ବିହାରୀ ସ୍ୱାଇଁଙ୍କ ନିଜସ୍ୱ ରଚନା ଓ ଗାଇଛନ୍ତି ନିଜେ ଶ୍ରୀ ସ୍ୱାଇଁ। ସୁପ୍ରା ଏଣ୍ଟରଟେନମେଣ୍ଟ ହାଉସର ଏହି ଅନନ୍ୟ ପ୍ରୟାସ ଲୋକଙ୍କ ଭିତରେ ସଚେତନତା ଭରିଚାଲିଛି। ଗୀତର ଭିଡିଓଟି ପ୍ରସ୍ତୁତ କରିଛନ୍ତି ରାୟଗଡ ଜିଲ୍ଲାର ରୂପେଶ କୁମାର ସାହୁ ଏବଂ ଶ୍ରୀଧର ପଟ୍ଟନାୟକ।


Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta