ଜିଲ୍ଲା ମାନ୍ୟତା ଦାବିରେ ଧର୍ମଗଡରେ ବନ୍ଦ ( visual News)


ଧର୍ମଗଡ,୨୭/୧୨:
ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦେବା ନିମନ୍ତେ ଚାଲିଥିବା ଆନ୍ଦୋଳନ ତିବ୍ରତର ହେଉଛି । ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଗୁରବାର ବନ୍ଦ ପାଳନ କରାଯାଇଥିଲା । ୬ଟି ବ୍ଲକ, ୨ଟି ଏନଏସି ଓ ଥୁଆମୂଳ ରାମପୁର ବ୍ଲକ୍ ର ୧୫ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଧର୍ମଗଡ ଜିଲ୍ଲା ଗଠନ ପାଇଁ ଦାବି ହେଉଛି । ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟିର ଡାକରାରେ ସହରର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିବାସହ ଚକା ବନ୍ଦ ହୋଇଥିଲା ।
Report by Labani Rout, Correspondent Dharmagarh odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.