ଟ୍ରକ ଓଲଟି ରାସ୍ତା ଜାମ (Visual News)

ଭବାନୀପାଟଣା,୨୯/୧୨:

ଆଜି ବଡି ଭୋର୍ ରୁ ଭବାନୀପାଟଣା ରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ୧୨ ଚକ ବିଶିଷ୍ଟ ଟ୍ରକ  OD-15-H-2013 ବଳରାମପୁର ନିକଟସ୍ଥ “ଲାଲ୍ ପୁଲିଆ ” ଠାରେ ଭାରସାମ୍ୟ ହରାଇ ଓଲଟିଥିବା ଦେଖା ଦେଇଛି।ଟ୍ରକ୍ କୁ ଉଠେଇବାକୁ ଆସିଥିବା ଦୁଇଟି କ୍ରେନ୍ ରାସ୍ତା ମଝିରେ ରହିଥିବା ରୁ ଦୀର୍ଘ ଅଧ ଘଣ୍ଟାଏ କାଳ ଟ୍ରାଫିକ ଜାମ ହୋଇଥିଲା। ଟ୍ରକ ଟି ଖାଲିଥିବା ବେଳେ, ଗାଡିଚାଳକ ଓ ସହାୟକ ଫେରାର ଥିବାର ଜଣାପଡିଛି ।

Report by Sanjaya Dhangadamajhi, Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.