ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଦହନାପାଳି ଗାଁର ଅଶ୍ବିନୀ କୁମାର ହଂସ ଓ ତୁଲସୀ ହଂସଙ୍କ ଝିଅ ନିକିତା । ପରିବାର ଓ ପଡୋଶୀଙ୍କ ଅତି ଗେହ୍ଲା ନିକିତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ । ବିଶ୍ବନିୟନ୍ତାଙ୍କ କୃପାଦୃଷ୍ଟି ସଦାସର୍ବଦା ଏହି ସୁନ୍ଦର ଶିଶୁ ଉପରେ ରହିଥାଉ । ଓଡିଆ ବାର୍ତା ପରିବାର ତରଫରୁ ନିକିତାଙ୍କୁ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ ।