ଜିଲ୍ଲା ସ୍ଥରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁଣ୍ତମାଲ ଚମ୍ପିୟନ

ଜୁନାଗଡ,୩୧/୧୨:
ରାଧାକୃଷ୍ଣ କ୍ଲବ ମଥୁରା ଦ୍ବାରା ଆୟୋଜିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ଆଜି ଫାଇନାଲରେ ଜୁନାଗଡକୁ ୧-୦ ଗୋଲରେ ହରେଇ କୁଣ୍ଡମାଲ ଚମ୍ପିୟାନ ହୋଇଛି । ଉଦଜାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ଦୁର୍ଗାପ୍ରସାଦ ନାଏକ ଓ ସମ୍ମାନିତ ଅତିଥି ଭାବେ ରମଣୀ ପଣ୍ଡା ଯୋଗ ଦେଇଥିଲେ । ଆୟୋଜକ ରାଧାକୃଷ୍ଣ କ୍ଲବ ସଭାପତି ସନାତନ ପଣ୍ଡା, ସମ୍ପାଦକ ପବିତ୍ର ପlଢି ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଚମ୍ପିୟାନ ଟିମକୁ ୨୦,୦୦୦ ଅର୍ଥରାଶି ଓ ଚମ୍ପିୟାନ କପ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.