ଝାରସୁଗୁଡା ବନ୍ଧବାହାଲ କଲୋନୀ ନିବାସୀ ସନ୍ତୋଷ କୁମାର ମହାପାତ୍ର ଓ ଦୀପାଳି ବେହେରାଙ୍କ ୨ ବର୍ଷର ଅଲିଅଳି ଝିଅ ସଂସ୍କୃତି (ଦିପ୍ସା)।
ଦିପ୍ସା ସେଲ୍ଫି ନେବାକୁ ଓ କାର୍ଟୁନ ଦେଖିବାକୁ ଭଲପାଆନ୍ତି।
odiabarta.in ପକ୍ଷରୁ ଦିପ୍ସାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛୁ।
For latest news & views update
Click on bell button and subscribe to notifications.