ସଇଁନ୍ତଲା, ୪/୧:
ସଇଁନ୍ତଲା ବ୍ଲକ ଗଣ୍ଡପତ୍ରାପାଳୀ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ । ଏହି ଅବସରରେ ବରିଷ୍ଟ ଶିକ୍ଷୟତ୍ରୀ ରୀନାରାଣୀ ସାହୁ, ପଦ୍ମଲୟା ଭଞ୍ଜ ଦେଓ, ପ୍ରଵିଣା ପ୍ରଧାନ ଓ କଂପ୍ୟୁଟର ଶିକ୍ଷକ ଶୁଭ୍ରାଂଶୁ ସ୍ୱାଇଁ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ତ୍ତତ ଥିଲେ ।
ଏଥିରେ ସମସ୍ତ ବାଳକ ଓ ବାଳିକା ଭାଗ ନେଇଥିଲେ। ଆସନ୍ତା କାଲି ଏହାର ଉଦଯାପନୀ ଉତ୍ସବ ହେଵ ବୋଲି ସୂଚନା ରହିଛି ।
Report by Gokulananda Bagarty, Correspondent Saintala odiabarta.in